ଅର୍ଥ : ଭ୍ରୂଣରେ ମିଳୁଥିବା କୋଷିକା
ଉଦାହରଣ :
ସେ ଅଣୁବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ଭ୍ରୂଣୀୟ କୋଷିକାର ଅଧ୍ୟୟନ କରୁଛି
ସମକକ୍ଷ : ରଚନାତ୍ମକ କୋଷିକା
ଅନ୍ୟ ଭାଷାରେ ଅନୁବାଦ :
वह कोशिका जो भ्रूण में पायी जाती है।
वह सूक्ष्मदर्शी की सहायता से भ्रूणीय कोशिका का अध्ययन कर रहा है।