ଅର୍ଥ : ଦେବତାଆଦିଙ୍କୁ ଭେଟି ରୂପରେ ମିଳିବା
ଉଦାହରଣ :
କାଳୀ ମନ୍ଦିରରେ ଅନେକ ଅର୍ପିତ ସାମଗ୍ରୀ ସମର୍ପଣ କରାଯାଏ
ସମକକ୍ଷ : ଅର୍ପଣ କରିବା, ଚଢ଼ାଇବା, ଲାଗିକରିବା, ସମର୍ପଣ କରିବା
ଅନ୍ୟ ଭାଷାରେ ଅନୁବାଦ :
किसी के द्वारा श्रद्धापूर्वक देवता, समाधि आदि पर कुछ रखा जाना।
काली मंदिर में बहुत चढ़ावा चढ़ता है।