ଅର୍ଥ : ଭାଇ ସମାନ ପରମ ପ୍ରିୟ ହେବାର ଅବସ୍ଥା ବା ଭାବ
ଉଦାହରଣ :
ଭରତ ଭାତୃତ୍ୱ ନିର୍ବାହ କରିବାପାଇଁ ଅଯୋଧ୍ୟା ରାଜ ସିଂହାସନରେ ରାମଙ୍କ ଚରଣପାଦୁକା ସ୍ଥାପନ କଲେ
ସମକକ୍ଷ : ଭାତୃ ଭକ୍ତି, ଭାତୃତ୍ୱ
ଅନ୍ୟ ଭାଷାରେ ଅନୁବାଦ :
The feeling that men should treat one another like brothers.
brotherhood