ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ପୁରୁଷମାନଙ୍କପାଇଁ ଏକ ସମ୍ବୋଧନ
ଉଦାହରଣ : ଭାଇ! ମୁଁ ଆପଣଙ୍କୁ ସାହାଯ୍ୟ କରିପାରିବି କି?
ସମକକ୍ଷ : ଭାଇ, ଭ୍ରାତ, ଭ୍ରାତା
ଅନ୍ୟ ଭାଷାରେ ଅନୁବାଦ :हिन्दी
पुरुषों के लिए एक सम्बोधन।
ଅର୍ଥ : ଯେଉଁ ଭାଇ ପ୍ରଥମେ ଜନ୍ମ ନେଇଛି
ଉଦାହରଣ : ଶ୍ୟାମର ବଡ଼ଭାଇ ଜଣେ ଅଧ୍ୟାପକ
ସମକକ୍ଷ : ଅଗ୍ରଜ, ଜ୍ୟେଷ୍ଠ ଭ୍ରାତା, ଦାଦା, ନନା, ବଡ ଭାଇ, ଭାଇ
ଅନ୍ୟ ଭାଷାରେ ଅନୁବାଦ :हिन्दी English
वह भाई जिसने पहले जन्म लिया हो।
An older brother.
ସଂସ୍ଥାପନ କରନ୍ତୁ