ଅର୍ଥ : ଯେଉଁ ଖେଳରେ ବଲକୁ ହାତରେ ଖେଳାଯାଇ ଜାଲ ଉପର ଦେଇ ଅନ୍ୟ ଦଳରେ ପକାଯାଇଥାଏ
ଉଦାହରଣ :
ପଡ଼ିଆରେ ପିଲାମାନେ ଭଲିବଲ ଖେଳୁଛନ୍ତି
ଅନ୍ୟ ଭାଷାରେ ଅନୁବାଦ :
A game in which two teams hit an inflated ball over a high net using their hands.
volleyball, volleyball gameଅର୍ଥ : ଏକ ପ୍ରକାରର ବଲ ଯାହାକୁ ହାତରେ ଜାଲ ଉପର ଦେଇ ମାରି ଅନ୍ୟ ଦଳରେ ପକାଯାଏ
ଉଦାହରଣ :
ଦୁଇ ଦଳର ଖେଳାଳିମାନେ ଉତ୍ତମ ଖେଳ ପ୍ରଦର୍ଶନକରି ଭଲିବଲକୁ ପନ୍ଦର ମିନିଟ୍ ପର୍ଯ୍ୟନ୍ତ ତଳେ ପଡ଼ିବାକୁ ଦେଲେନାହିଁ
ଅନ୍ୟ ଭାଷାରେ ଅନୁବାଦ :
An inflated ball used in playing volleyball.
volleyball