ଅର୍ଥ : ଯେ ଭବିଷ୍ୟତରେ ଘଟିବାକୁ ଯାଉଥିବା କଥାକୁ ଜାଣିପାରେ
ଉଦାହରଣ :
ମୋହନ ଜଣେ ଭବିଷ୍ୟଜ୍ଞାତା ପଣ୍ଡିତଙ୍କ ସହ ନିଜ ଭବିଷ୍ୟତ ବିଷୟରେ ପଚାରୁଥିଲା
ସମକକ୍ଷ : ଭବିଷ୍ୟବକ୍ତା
ଅନ୍ୟ ଭାଷାରେ ଅନୁବାଦ :
भविष्य में घटने वाली बातों को जानने वाला।
मोहन एक आगमजानी पंडित से अपने भविष्य के बारे में पूछ रहा है।