ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେଉଁ ରୋଗରେ ମଳଦ୍ୱାରରେ ଭାତୁଡ଼ି ବାହାରେ
ଉଦାହରଣ : ସେ ଅର୍ଶ ରୋଗୀ
ସମକକ୍ଷ : ଅର୍ଶ, ଅର୍ଶରୋଗ
ଅନ୍ୟ ଭାଷାରେ ଅନୁବାଦ :हिन्दी
एक रोग जिसमें गुदेन्द्रिय में मस्से निकलते हैं।
ଅର୍ଥ : ଯୋନିର ଅଲଗା ଭାଗ
ଉଦାହରଣ : ସ୍ତ୍ରୀଙ୍କର ଅପରେସନ କରିବା ସମୟରେ ମଣିକୁ କାଟିଦିଆଯାଏ
ସମକକ୍ଷ : ମଣି, ଯୋନିଲିଙ୍ଗ
ଅନ୍ୟ ଭାଷାରେ ଅନୁବାଦ :हिन्दी English
योनि का अगला भाग।
Necklike opening to the uterus.
ଅର୍ଥ : ଯୋନିର ଉପରକୁ ଉଠିଥିବା ଅଂଶ
ଉଦାହରଣ : କାମୋତ୍ତେଜନାରେ ଭଗାଙ୍କୁର ବଢ଼ି ଯାଏ
ସମକକ୍ଷ : ଯୋନିଲିଙ୍ଗ
योनि में का उभरा भाग।
A female sexual organ homologous to the penis.
ସଂସ୍ଥାପନ କରନ୍ତୁ