ଅର୍ଥ : ବ୍ୟବହାର କୁଶଳ ହେବାର ଅବସ୍ଥା ବା ଭାବ
ଉଦାହରଣ :
ତାହାର ବ୍ୟବହାର ଯୋଗ୍ୟତାପାଇଁ ମୁଁ ଗ୍ୟାରେଣ୍ଟି ଦେଉଛି
ସମକକ୍ଷ : ବ୍ୟବହାର କୁଶଳତା, ବ୍ୟବହାରିକତା
ଅନ୍ୟ ଭାଷାରେ ଅନୁବାଦ :
व्यवहार कुशल होने की अवस्था या भाव।
उसकी व्यवहारिकता के हम कायल हैं।