ଅର୍ଥ : ବ୍ୟବହାର କରିବା
ଉଦାହରଣ :
ସେ ମୋ ସାଥିରେ ଭଲ ବ୍ୟବହାର କରୁନାହିଁସେ ମୋ ସହିତ କାହିଁକି ଏଭଳି ଆଚରଣ କରୁଛି?
ସମକକ୍ଷ : ଆଚରଣ କରିବା
ଅନ୍ୟ ଭାଷାରେ ଅନୁବାଦ :
व्यवहार करना।
वह मेरे साथ अच्छा व्यवहार नहीं कर रहा है।ଅର୍ଥ : ବ୍ୟବହାର ବା ଆଚରଣ କରିବା
ଉଦାହରଣ :
ଆମେ ସମସ୍ତଙ୍କ ସହିତ ସମାନ ବ୍ୟବହାର କରିବା ଉଚିତ
ସମକକ୍ଷ : ଆଚରଣ କରିବା, ବେଭାରକରିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ବ୍ୟବହାର ବା କାମରେ ଆଣିବା
ଉଦାହରଣ :
ପ୍ରକୃତି କୋଳରେ ଉପଲବ୍ଧ ସାଧନକୁ ଠିକଭାବେ ଉପଯୋଗ କର ନିଜ ବୁଦ୍ଧିର ବ୍ୟବହାର କର
ସମକକ୍ଷ : ଉପଯୋଗ କରିବା, ପ୍ରୟୋଗ କରିବା
ଅନ୍ୟ ଭାଷାରେ ଅନୁବାଦ :
व्यवहार या काम में लाना।
प्रकृति में उपलब्ध संसाधनों का सही तरह से उपयोग करो।ଅର୍ଥ : କୌଣସି ରୂପରେ ଆଣିବା
ଉଦାହରଣ :
ସେ ଏହି ପ୍ରାସାଦକୁ ନିଜର ନିବାସ ସ୍ଥାନ କଲେ
ସମକକ୍ଷ : କରିବା, ପ୍ରସ୍ତୁତ କରିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଏକ ନିଶ୍ଚିତ ବା ବିଶେଷ ଢଙ୍ଗରେ ବ୍ୟବହାର କରିବା
ଉଦାହରଣ :
ଆପଣ ମୋତେ ପ୍ରସନ୍ନ କଲେ ସତର୍କତାର ସହିତ ଏହା କର
ସମକକ୍ଷ : କରିବା
ଅନ୍ୟ ଭାଷାରେ ଅନୁବାଦ :