ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବେହୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବେହୀ   ବିଶେଷ୍ୟ

ଅର୍ଥ : ବରକନ୍ୟାଙ୍କୁ ଭେଟି ଆକାରରେ ଦେବାପାଇଁ ଗାଁର କୁମ୍ଭାରଦ୍ୱାରା ତିଆରି କରାଯାଉଥିବା ଗୋଟିଏ ମାଟି ତିଆରି ସାଧା ପାତ୍ର

ଉଦାହରଣ : ବେହୀ ବଦଳରେ କୁମ୍ଭାରକୁ ପୁରସ୍କାର ମିଳେ


ଅନ୍ୟ ଭାଷାରେ ଅନୁବାଦ :

मिट्टी का एक कोरा बरतन जो गाँव के कुम्हार द्वारा दुल्हा और दुल्हन को भेंट के रूप में दिया जाता है।

बेही के बदले कुम्हार को नेग मिलता है।
बेही