ଅର୍ଥ : ଦୁଇଟି ନାଆ ବା ପୋତାବୟବକୁ ଯୋଡ଼ି ତିଆରି ହୋଇଥିବା ନୌକା
ଉଦାହରଣ :
ବେଲନ ନୌକା ସାହାଯ୍ୟରେ ବୁଡ଼ି ଯାଇଥିବା ନାଆକୁ ପାଣିରୁ ବାହାର କରାଗଲା
ଅନ୍ୟ ଭାଷାରେ ଅନୁବାଦ :
दो नावों या पेटों को जोड़कर बनाई हुई नौका।
बेलन की सहायता से डूबी हुई नाव को पानी में से निकाला जाता है।
बेलन