ଅର୍ଥ : କ୍ରମହୀନ ଭାବରେ
ଉଦାହରଣ :
ପାଠାଗାରରେ ବହିଗୁଡ଼ିକ କ୍ରମହୀନଭାବରେ ଥିବାରୁ ସେ ନିଜର ମନପସନ୍ଦ ବହି ଖୋଜି ଚାଲିଥିଲା
ସମକକ୍ଷ : ଅବ୍ୟବସ୍ଥିତଭାବେ, ଅସଜଡ଼ାଭାବେ, ଏଣେତେଣେ, କ୍ରମହୀନଭାବରେ
ଅନ୍ୟ ଭାଷାରେ ଅନୁବାଦ :
क्रमहीनता से।
पुस्तकालय में पुस्तकों के क्रमहीनतः लगे होने के कारण वह अपनी मनपसंद पुस्तक ढूँढ़ता रह गया।