ଅର୍ଥ : ଗାଈ, ବଳଦ ଆଦିଙ୍କ ଗଳାରେ ହେଉଥିବା ଗୋଟିଏ ରୋଗ
ଉଦାହରଣ :
ଏହି ବଳଦକୁ ବେଙ୍ଗା ହୋଇଛି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେଉଁ ରୋଗରେ ପଶୁଙ୍କର ଗଳା ଫୁଲିଯାଏ
ଉଦାହରଣ :
ବଳଦ ବେଙ୍ଗା ରୋଗରେ ଆକ୍ରାନ୍ତ ହେଉଛି
ସମକକ୍ଷ : ବେଙ୍ଗା ରୋଗ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ପଶୁଙ୍କୁ ହେଉଥିବା ଗୋଟିଏ ରୋଗ
ଉଦାହରଣ :
ବେଙ୍ଗାରେ ପଶୁର ଗଳା ଫୁଲିଯାଏ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ବଳଦର ନାକ ଫୁଲି ଯିବା ବା ଶୋଥ ହେବାର ଏକ ରୋଗ
ଉଦାହରଣ :
ଆପଣଙ୍କ ବଳଦ ବେଙ୍ଗା ରୋଗରେ ପୀଡ଼ିତ ବୋଲି ପଶୁ ଚିକିତ୍ସକ କହିଲେ
ଅନ୍ୟ ଭାଷାରେ ଅନୁବାଦ :
बैल का नाक फूल जाने या सूज जाने का एक रोग।
पशु चिकित्सक ने बताया कि आपका बैल नकड़े से पीड़ित है।ଅର୍ଥ : ପଶୁଗୁଡ଼ିକଙ୍କର ଫୁସଫୁସରେ ହେଉଥିବା ଏକ ରୋଗ
ଉଦାହରଣ :
ରାମୁର ବଳଦ ବେଙ୍ଗାରେ ପୀଡ଼ିତ
ଅନ୍ୟ ଭାଷାରେ ଅନୁବାଦ :