ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବୁଡ଼େଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବୁଡ଼େଇବା   କ୍ରିୟାପଦ

ଅର୍ଥ : ପାଣି ବା କୌଣସି ତରଳ ପଦାର୍ଥରେ ବୁଡ଼େଇବା

ଉଦାହରଣ : ସ୍ୱାମୀଜୀ ପାଣି ପିଇବାପାଇଁ ନଦୀରେ କମଣ୍ଡଳୁ ବୁଡ଼ାଇଲେ

ସମକକ୍ଷ : ଡୁବେଇବା, ବୁଡ଼ାଇବା


ଅନ୍ୟ ଭାଷାରେ ଅନୁବାଦ :

पानी या किसी द्रव पदार्थ में डालना।

स्वामीजी ने पानी पीने के लिए कमंडल नदी में डुबाया।
डुबाना, डुबोना, बुड़ाना, बोरना

Immerse briefly into a liquid so as to wet, coat, or saturate.

Dip the garment into the cleaning solution.
Dip the brush into the paint.
dip, douse, dunk, plunge, souse

ଅର୍ଥ : କଳଂକିତ ବା ବଦନାମ କରି କି ନଷ୍ଟକରିବା

ଉଦାହରଣ : ଦୁଷ୍ଟ ଲୋକ ନିଜ ଦୁଷ୍ଟତା ଯୋଗୁ ନିଜ ମାତାପିତାଙ୍କ ନାଁ ବୁଡ଼େଇ ଦିଅନ୍ତି

ସମକକ୍ଷ : କଳଙ୍କିତକରିବା, ତଳକୁକରିବା, ନାକକାଟିଦେବା, ବଦନାମକରିବା, ମାଟିରେମିଶେଇବା, ମୁଣ୍ଡ ତଳକୁ କରିବା


ଅନ୍ୟ ଭାଷାରେ ଅନୁବାଦ :

कलंकित या बदनाम करके नष्ट करना।

दुष्ट व्यक्ति अपनी दुष्टता से अपने माता-पिता का नाम डुबा देता है।
कलंकित करना, डुबाना, डुबोना, नाक कटाना, बदनाम करना, मिट्टी में मिलाना, सर झुकाना, सिर झुकाना