ଅର୍ଥ : କୌଣସି ବିଷୟକୁ ବିସ୍ତାରିତଭାବରେ ବର୍ଣ୍ଣନା କରିବା
ଉଦାହରଣ :
ଶିକ୍ଷକ କବୀରଙ୍କ ଦୋହା ବ୍ୟାଖ୍ୟା କରୁଛନ୍ତି
ସମକକ୍ଷ : ବିଶ୍ଳେଷଣ କରିବା, ବିସ୍ତାରିତ ଭାବେ ବର୍ଣ୍ଣନାକରିବା, ବ୍ୟାଖ୍ୟା କରିବା
ଅନ୍ୟ ଭାଷାରେ ଅନୁବାଦ :
किसी विषय का कुछ विस्तार से वर्णन करना।
गुरुजी कबीर के दोहे की व्याख्या कर रहे हैं।ଅର୍ଥ : କୌଣସି କଥା ଆଦିକୁ ଜାଣିବା
ଉଦାହରଣ :
ବହୁତ ବୁଝାଇଲା ପରେ ମଧ୍ୟ ସେ ଏହି ପ୍ରଶ୍ନକୁ ବୁଝିପାରିଲେ ନାହିଁ
ସମକକ୍ଷ : ଧରିବା
ଅନ୍ୟ ଭାଷାରେ ଅନୁବାଦ :
Get the meaning of something.
Do you comprehend the meaning of this letter?.ଅର୍ଥ : କୌଣସି କାର୍ଯ୍ୟର ଆକାର, ପ୍ରକାର ବା ବିଧି ସମ୍ପର୍କରେ
ଉଦାହରଣ :
ସେ ମୋତେ ଆଚାର ତିଆରି କରିବାର ବିଧି ବତେଇଲେ
ଅନ୍ୟ ଭାଷାରେ ଅନୁବାଦ :
किसी नए कार्य, उसको करने की विधि, बात या विषय आदि की जानकारी देना।
उसने मुझे अचार बनाने की विधि बताई।Give instructions or directions for some task.
She instructed the students to work on their pronunciation.ଅର୍ଥ : ବୁଦ୍ଧି ବା ଜ୍ଞାନ ପ୍ରଦାନ କରିବା
ଉଦାହରଣ :
ଅଧ୍ୟାପକ ପିଲାମାନଙ୍କୁ ଗଣିତ ବୁଝେଇଲେ
ସମକକ୍ଷ : ଅବଗତ କରିବା, ବତେଇବା
ଅନ୍ୟ ଭାଷାରେ ଅନୁବାଦ :