ଅର୍ଥ : ଶୃଙ୍ଗାର ରସର ଏକ ଭେଦ
ଉଦାହରଣ :
ବିୟୋଗ ଶୃଙ୍ଗାର ରସରେ ନାୟକ-ନାୟିକାଙ୍କ ବିୟୋଗ କାରଣରୁ ହେଉଥିବା କଷ୍ଟର ବର୍ଣ୍ଣନା ହୋଇଥାଏ
ସମକକ୍ଷ : ବିୟୋଗ ଶୃଙ୍ଗାର ରସ
ଅନ୍ୟ ଭାଷାରେ ଅନୁବାଦ :
शृंगार रस का एक भेद।
वियोग शृंगार रस में नायक-नायिका के वियोग के कारण होने वाले कष्टों का वर्णन होता है।