ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଘାସ ବା କାଠର ବୋଝ
ଉଦାହରଣ : କାଠୁରିଆ ମୁଣ୍ଡ ଉପରେ କାଠ ବିଡ଼ା ନେଇ ଯାଉଥିଲା
ଅନ୍ୟ ଭାଷାରେ ଅନୁବାଦ :हिन्दी English
रस्सियों आदि से बँधा हुआ सामान। घास या लकड़ी का बोझा।
A package of several things tied together for carrying or storing.
ଅର୍ଥ : କାଗଜର ବିଡ଼ା
ଉଦାହରଣ : ଗୁଡ଼ି ତିଆରି କରିବାପାଇଁ ବିଡ଼ାଏ କାଗଜ ଦରକାର
ସମକକ୍ଷ : ଗଦାଏ, ଗାଣ୍ଠିଏ, ଗାଦିଏ, ଥାକେ, ପୁଳାଏ
ଅନ୍ୟ ଭାଷାରେ ଅନୁବାଦ :हिन्दी
काग़ज़ का पुलिंदा।
ଅର୍ଥ : ସୂତା,ରେଶମ ଆଦିର ଗୁଚ୍ଛ
ଉଦାହରଣ : ପିଲାମାନଙ୍କ ସ୍ୱେଟର ତିଆରି କରିବାପାଇଁ କେତେ ବଣ୍ଡିଲ ଉଲ୍ ଲାଗିବ
ସମକକ୍ଷ : ବଣ୍ଡଲ, ବଣ୍ଡିଲ
सूत, रेशम आदि की गुच्छी।
A coil of rope or wool or yarn.
ସଂସ୍ଥାପନ କରନ୍ତୁ