ଅର୍ଥ : ଅର୍ଥାଳଙ୍କାରର ଏକ ଭେଦ
ଉଦାହରଣ :
ବିଶେଷରେ କୌଣସି ଆଶ୍ଚର୍ଯ୍ୟଜନକ ଘଟଣା ବର୍ଣ୍ଣନା କରାଯାଏ
ସମକକ୍ଷ : ବିଶେଷ ଅର୍ଥାଳଙ୍କାର, ବିଶେଷାର୍ଥାଳଙ୍କାର
ଅନ୍ୟ ଭାଷାରେ ଅନୁବାଦ :
अर्थालंकार का एक भेद।
विशेष में किसी आश्चर्यजनक बात का वर्णन होता है।ଅର୍ଥ : କୌଣସି ବିଷୟରେ ସ୍ପଷ୍ଟୀକରଣପାଇଁ ବା ନିଜର ସମ୍ମତିରୂପରେ କୁହାଯାଇଥିବା କଥା
ଉଦାହରଣ :
ଦଲିଲର ପୁରାପୁରି ନିମ୍ନରେ ଥିବା ଟିପ୍ପଣୀ ଅନ୍ତର୍ଗତ ଯାହା ଲେଖାଯାଇଛି ତାହା ଧ୍ୟାନରେ ପଢ଼
ସମକକ୍ଷ : ଟିପ୍ପଣୀ
ଅନ୍ୟ ଭାଷାରେ ଅନୁବାଦ :
किसी विषय में उसके स्पष्टीकरण के लिए या अपनी सम्मति के रूप में कही जानेवाली बात।
कागजात में एकदम नीचे विशेष के अंतर्गत जो लिखा गया है उसको ध्यान से पढ़ो।A fact about some part (as opposed to general).
He always reasons from the particular to the general.ଅର୍ଥ : ସାଧାରଣଠାରୁ ଅତିରିକ୍ତ ତଥା ତାଠାରୁ ଟିକେ ଆଗୁଆ ଥିବା ବା ଯେତେ ହେବା ଦରକାର ବା ହୋଇଥାଏ ତାଠାରୁ କିଛି ଅଧିକ ବା ତାହା ବ୍ୟତୀତ
ଉଦାହରଣ :
ମୁଁ ଏଠାକୁ ଏକ ବିଶେଷ କାମରେ ଆସିଛି ଏହି ଯଜ୍ଞପାଇଁ କେତେକ ବିଶେଷ ସାମଗ୍ରୀର ଆବଶ୍ୟକତା ରହିଛି
ସମକକ୍ଷ : ଅସାମାନ୍ୟ
ଅନ୍ୟ ଭାଷାରେ ଅନୁବାଦ :
Surpassing what is common or usual or expected.
He paid especial attention to her.ଅର୍ଥ : ଯାହା ସାମାନ୍ୟ ନୁହେଁ
ଉଦାହରଣ :
ମୋହନ ଅସାମାନ୍ୟ ରୋଗରେ ପୀଡ଼ିତକୌଣସି ଅସାମାନ୍ୟ କଥା ଅଛିତ ମୋତେ କୁହ
ସମକକ୍ଷ : ଅସାଧାରଣ, ଅସାମାନ୍ୟ, ଖାସ୍, ଗୁରୁତ୍ୱପୂର୍ଣ୍ଣ, ସ୍ପେସାଲ୍
ଅନ୍ୟ ଭାଷାରେ ଅନୁବାଦ :