ଅର୍ଥ : ଭବନ ବା କୋଠାକୁ ନିର୍ମାଣ କରୁଥିବା ବ୍ୟକ୍ତି
ଉଦାହରଣ :
ଲୋଧା ଜଣେ ବହୁତ ବଡ ଭବନ ନିର୍ମାତା
ସମକକ୍ଷ : କଂଟ୍ରାକ୍ଟର, କଣ୍ଟ୍ରାକ୍ଟର, ଭବନ ନିର୍ମାତା
ଅନ୍ୟ ଭାଷାରେ ଅନୁବାଦ :
वह जो भवन या मकान का निर्माण करता है।
लोधा एक बहुत बड़े भवन निर्माता हैं।