ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିରିଆନି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିରିଆନି   ବିଶେଷ୍ୟ

ଅର୍ଥ : ମାଂସ ବା ପନିପରିବାକୁ ଚାଉଳ ସହିତ ରାନ୍ଧି ତିଆରି କରାଯାଉଥିବା ଖାଦ୍ୟ

ଉଦାହରଣ : ମନୋହର ପଲଉ ଖାଇବାକୁ ପସନ୍ଦ କରେ

ସମକକ୍ଷ : ପଲଉ


ଅନ୍ୟ ଭାଷାରେ ଅନୁବାଦ :

मांस या सब्जियों को चावल के साथ पकाकर बनाया हुआ व्यंजन।

मनोहर पुलाव खाना पसंद करता है।
पुलाव

Rice cooked in well-seasoned broth with onions or celery and usually poultry or game or shellfish and sometimes tomatoes.

pilaf, pilaff, pilau, pilaw