ଅର୍ଥ : ଠିକ ବାଟରୁ ଦୂରେଇଯିବା
ଉଦାହରଣ :
ଆଜିର ଭ୍ରଷ୍ଟ ସମାଜକୁ ସଠିକ୍ ମାର୍ଗଦର୍ଶନ ଦେବା ଆବଶ୍ୟକ
ସମକକ୍ଷ :
ପଥଭ୍ରଷ୍ଟ, ଭ୍ରଷ୍ଟ
ଅନ୍ୟ ଭାଷାରେ ଅନୁବାଦ :
Lacking in integrity.
Humanity they knew to be corrupt...from the day of Adam's creation.
A corrupt and incompetent city government.
corrupt