ଅର୍ଥ : ନିୟମାନୁସାରେ ନିୟନ୍ତ୍ରିତ ବା ନିର୍ଦ୍ଦେଶିତ କରିବାର କ୍ରିୟା
ଉଦାହରଣ :
ରାଜସ୍ୱ ସମ୍ବନ୍ଧିତ ବିନିୟମନ ରାଜନୀତିଜ୍ଞଙ୍କ ହାତରେ ଥାଏ
ଅନ୍ୟ ଭାଷାରେ ଅନୁବାଦ :
नियमानुसार नियंत्रित या निर्देशित करने की क्रिया।
राजस्व संबंधी विनियमन राजनीतिज्ञों के हाथ में है।The act of controlling or directing according to rule.
Fiscal regulations are in the hands of politicians.