ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେଉଁ ସ୍ତ୍ରୀର ସ୍ୱାମୀ ମରିଯାଇଥାଏ
ଉଦାହରଣ : ମେଜର ରଣବୀରଙ୍କ ମୃତ୍ୟୁପରେ ତାଙ୍କର ବିଧବା ପତ୍ନୀ ତାଙ୍କୁ ଦିଆଯାଇଥିବା ପରମବୀର ଚକ୍ର ସମ୍ମାନ ଗ୍ରହଣ କଲେ
ସମକକ୍ଷ : ବେୱା, ରାଣ୍ଡ
ଅନ୍ୟ ଭାଷାରେ ଅନୁବାଦ :हिन्दी English
वह स्त्री जिसका पति मर गया हो।
A woman whose husband is dead especially one who has not remarried.
ଅର୍ଥ : ଯାହାର ପତି ମରିଯାଇଛି
ଉଦାହରଣ : ବନାରସର ବିଧବା ଆଶ୍ରମରେ ରହୁଥିବା ବିଧବା ସ୍ତ୍ରୀ ମାନଙ୍କର ଦଶା ବଡ଼ ଖରାପ
ସମକକ୍ଷ : ପତିହୀନା, ରାଣ୍ଡ
जिसका पति मर गया हो।
Single because of death of the spouse.
ସଂସ୍ଥାପନ କରନ୍ତୁ