ଅର୍ଥ : ଅର୍ଥ ସମ୍ବନ୍ଧୀୟ ସହାୟତା
ଉଦାହରଣ :
ଜମିଦାର ଏହି ବିଦ୍ୟାଳୟର ପରିଚାଳନାପାଇଁ ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଛନ୍ତି
ସମକକ୍ଷ : ଅର୍ଥ ସହାୟତା, ଆର୍ଥିକ ସହାୟତା
ଅନ୍ୟ ଭାଷାରେ ଅନୁବାଦ :
अर्थ संबंधी सहायता।
सेठजी ने इस विद्यालय को चलाने के लिए आर्थिक सहायता देने की घोषणा की है।