ଅର୍ଥ : ଯେଉଁ ସ୍ଥାନରୁ ଆଖପାଖ ସ୍ଥାନକୁ ବିଜୁଳି ପହଞ୍ଚାଯାଏ
ଉଦାହରଣ :
ଆମ ଗାଁ ପାଖରେ ଏକ ବିଦ୍ୟୁତ ସଂଯନ୍ତ୍ର ଅଛି
ସମକକ୍ଷ : ବିଦ୍ୟୁତ ସଂଯନ୍ତ୍ର
ଅନ୍ୟ ଭାଷାରେ ଅନୁବାଦ :
वह स्थान जहाँ से आस-पास के स्थानों में बिजली पहुँचाई जाती है।
हमारे गाँव के बगल में ही एक बिजलीघर है।