ଅର୍ଥ : ଚିନ୍ତାକରିବା, ବୁଝିବାଏବଂ ନିଷ୍ପତ୍ତି ନେବାର ବୃତ୍ତି ବା ମାନସିକ ଶକ୍ତି
ଉଦାହରଣ :
ଅନ୍ୟମାନଙ୍କର ବୁଦ୍ଧିରେ ଘୋଡ଼ାଚଢ଼ିବା ଅପେକ୍ଷା ନିଜ ବୁଦ୍ଧିରେ ଘାଷକାଟିବା ବହୁତ ଭଲ
ସମକକ୍ଷ : ବୁଦ୍ଧି
ଅନ୍ୟ ଭାଷାରେ ଅନୁବାଦ :
सोचने समझने और निश्चय करने की वृत्ति या मानसिक शक्ति।
औरों की बुद्धि से राजा बनने की अपेक्षा अपनी बुद्धि से फ़कीर बनना ज़्यादा अच्छा है।ଅର୍ଥ : କୌଣସି ବସ୍ତୁକୁ ଦେଖିବା ବା କିଛି ବିଷୟ ସମ୍ପର୍କରେ ବିଚାର କରିବାର ବୃତ୍ତି ବା ଢଙ୍ଗ
ଉଦାହରଣ :
ଆମ ଦୃଷ୍ଟି କୋଣରେ ଆପଣଙ୍କର ଏହି କାମ ଅନୁଚିତ
ସମକକ୍ଷ : ଦୃଷ୍ଟି, ଦୃଷ୍ଟି କୋଣ, ନଜର
ଅନ୍ୟ ଭାଷାରେ ଅନୁବାଦ :
A mental position from which things are viewed.
We should consider this problem from the viewpoint of the Russians.ଅର୍ଥ : ବିଚାର କରିବା କ୍ରିୟା ବା ଭାବ
ଉଦାହରଣ :
ବହୁତ ବିଚାର କରିବାପରେ ଆମେ ସମସ୍ୟା ସମାଧାନର ମାର୍ଗ ଖୋଜିପାଇଲୁ
ସମକକ୍ଷ : ଚିନ୍ତନ, ଚିନ୍ତା, ବିବେଚନା, ମନନ
ଅନ୍ୟ ଭାଷାରେ ଅନୁବାଦ :
विचार करने की क्रिया या भाव।
बहुत चिंतन के बाद हमने समस्या का हल ढूँढ़ निकाला।The process of using your mind to consider something carefully.
Thinking always made him frown.ଅର୍ଥ : ମନରେ ଉତ୍ପନ୍ନ ହେଉଥିବା କଥା
ଉଦାହରଣ :
ମୋର ଚିନ୍ତା ହେଉଛି ଯେ ଏହି କାମ ବର୍ତ୍ତମାନ ହୋଇଯିବା କଥା ବିଚାର ଉପରେ ବିବେକର ଅବଶ୍ୟ ଅଙ୍କୁଶ ରହିବା ଆବଶ୍ୟକ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି ବିଷୟ ଉପରେ ଆଧାରିତ ନିଜସ୍ୱ ବିଚାର ବା ସମ୍ମତି
ଉଦାହରଣ :
ସମସ୍ତଙ୍କ ମତରେ ଏହି କାମ ଠିକ୍ ହେଉଛି
ଅନ୍ୟ ଭାଷାରେ ଅନୁବାଦ :
A personal belief or judgment that is not founded on proof or certainty.
My opinion differs from yours.