ଅର୍ଥ : କୌଣସି ବସ୍ତୁକୁ ବଜାଇ ବା ପିଟି ଢୋ ଢୋ ଶବ୍ଦ ଉତ୍ପନ୍ନ କରିବା
ଉଦାହରଣ :
ଖେତରେ ପକ୍ଷୀଙ୍କୁ ହୁରୁଡ଼ାଇବାପାଇଁ ଟିଣ ବାଡ଼ିଆହୁଏ
ଅନ୍ୟ ଭାଷାରେ ଅନୁବାଦ :
किसी वस्तु को बजा या पीट कर पट-पट शब्द उत्पन्न करना।
खेत से चिड़ियों को भगाने के लिए टीन को पटपटाते हैं।ଅର୍ଥ : ଧଡ଼ଧଡ଼ ଶବ୍ଦ ଉତ୍ପନ୍ନ କରିବା
ଉଦାହରଣ :
ସେ ଦଶ ମିନିଟ ହେଲା କବାଟ ଠକଠକ କରୁଛି
ସମକକ୍ଷ : ଠକଠକ କରିବା, ଧକ୍କା ମାରିବା, ଧଡ଼ଧଡ଼ କରିବା
ଅନ୍ୟ ଭାଷାରେ ଅନୁବାଦ :
Make short successive sounds.
rattleଅର୍ଥ : ଭିତରକୁ ଗଳିବାପାଇଁ ଉପରୁ ଜୋରରେ ପିଟିବା
ଉଦାହରଣ :
ରାମ ମୂର୍ତ୍ତି ଲଗେଇବାପାଇଁ କାନ୍ଥରେ କଣ୍ଟା ବାଡ଼ଉଛି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କାହାରି ଉପରେ ଅନ୍ୟ କିଛି ବସ୍ତୁଆଦିରେ ଆଘାତ କରିବା
ଉଦାହରଣ :
ସିପାହୀ ଚୋରକୁ ଲାଠିରେ ପିଟୁଛି ସେ ପିଲାଟିକୁ ଗୋଟେ ଚଟକଣି ପକାଇଲା
ସମକକ୍ଷ : ଚଟକଣି ଦେବା, ଚଟକଣି ପକେଇବା, ଧୁଲେଇକରିବା, ପିଟିବା, ପ୍ରହାର କରିବା, ମାରିବା
ଅନ୍ୟ ଭାଷାରେ ଅନୁବାଦ :
किसी पर किसी वस्तु आदि से आघात करना।
सिपाही चोर को लाठी से मार रहा है।ଅର୍ଥ : ଆଘାତ କରି ଧଡ଼ଧଡ଼ ଶବ୍ଦ ଉତ୍ପନ୍ନ କରିବା
ଉଦାହରଣ :
ସେ ଦଶ ମିନିଟ ହେଲା କବାଟ ଠକଠକ କରୁଛି
ସମକକ୍ଷ : ଠକଠକ କରିବା, ଧଡ଼ଧଡ଼ କରିବା
ଅନ୍ୟ ଭାଷାରେ ଅନୁବାଦ :