ଅର୍ଥ : ବିଲରେ ଉଠୁଥିବା ଏକ ପ୍ରକାର ଘାସ
ଉଦାହରଣ :
ଅତ୍ୟଧିକ ବାଳୁଙ୍ଗା ହେବା ଯୋଗୁଁ ଧାନ ଫସଲ ଦବି ଯାଇଛି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେ ସ୍ଥିର ରହିନପାରି ଚଞ୍ଚଳଭାବେ କାମ କରେ ବା ଚଞ୍ଚଳ ଚିତ୍ତ ବାଲା
ଉଦାହରଣ :
ମୋହନ ଜଣେ ଧୈର୍ଯ୍ୟହୀନ ବାଳକ, ସେ ଶାନ୍ତିରେ ଗୋଟିଏ ସ୍ଥାନରେ ବସିପାରେ ନାହିଁ
ସମକକ୍ଷ : ଅଧୀର, ଅଧୈର୍ଯ୍ୟବାନ, ଅନବସ୍ଥିତ, ଚଞ୍ଚଳ, ଚପଳ, ଧୈର୍ଯ୍ୟହୀନ
ଅନ୍ୟ ଭାଷାରେ ଅନୁବାଦ :