ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବାଦ ବିବାଦ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବାଦ ବିବାଦ   ବିଶେଷ୍ୟ

ଅର୍ଥ : କୌଣସି ପକ୍ଷର ଖଣ୍ଡନ ଏବଂ ମଣ୍ଡନରେ ହେଉଥିବା କଥାବାର୍ତ୍ତା

ଉଦାହରଣ : ବେଶି ବାଦ-ବିବାଦରେ ପଡ଼ିଲେ ହୋଇଥିବା କାମ ବିଗିଡ଼ିଯାଏ

ସମକକ୍ଷ : ଉତ୍ତର ପ୍ରତ୍ୟୁତ୍ତର, ତର୍କ ବିତର୍କ


ଅନ୍ୟ ଭାଷାରେ ଅନୁବାଦ :

किसी पक्ष के द्वारा तर्क, युक्ति आदि के साथ खंडन और मंडन में होने वाली बातचीत।

ज़्यादा वाद-विवाद में पड़ने से बना-बनाया काम बिगड़ जाता है।
अध्याहार, उत्तर-प्रत्युत्तर, तर्क, तर्क वितर्क, तर्क-वितर्क, तर्कानुतर्क, बहस, बहस मुबाहसा, वाद, वाद विवाद, वाद-विवाद, सवाल-जवाब

A discussion in which reasons are advanced for and against some proposition or proposal.

The argument over foreign aid goes on and on.
argument, argumentation, debate