ଅର୍ଥ : ନାଭି ତଳେ ଥିବା ଯେଉଁ ଭିତର ଅଂଶରେ ମୂତ୍ର ସଂଚିତ ହୋଇ ରହେ
ଉଦାହରଣ :
ବେଳେ ବେଳେ ମୂତ୍ରାଶୟରେ ପଥର ରୋଗ ହୋଇଥାଏ
ସମକକ୍ଷ : ମୂତ୍ରାଶୟ
ଅନ୍ୟ ଭାଷାରେ ଅନୁବାଦ :
A membranous sac for temporary retention of urine.
urinary bladderଅର୍ଥ : କୌଣସି ନଗର କିମ୍ବା ଦେଶଆଦିରେ ବାସକରୁଥିବା ମନୁଷ୍ୟମାନଙ୍କର ମୋଟ ସଂଖ୍ୟା
ଉଦାହରଣ :
ଭାରତର ଜନସଂଖ୍ୟା ଦ୍ରୁତ ଗତିରେ ବଢ଼ିଚାଲିଛି
ଅନ୍ୟ ଭାଷାରେ ଅନୁବାଦ :
किसी नगर या देश आदि में बसनेवाले मनुष्यों की कुल संख्या।
भारत की जनसंख्या तेज़ी से बढ़ रही है।The people who inhabit a territory or state.
The population seemed to be well fed and clothed.ଅର୍ଥ : ଯେଉଁ ସ୍ଥାନରେ କିଛି ଲୋକ ଘର ତିଆରିକରି ରହିଥାଆନ୍ତି
ଉଦାହରଣ :
ଗଣେଶ ପୂଜାପାଇଁ ସାରା ବସ୍ତିର ଲୋକ ଏକାଠି ହୋଇଛନ୍ତି
ସମକକ୍ଷ : କଲୋନୀ
ଅନ୍ୟ ଭାଷାରେ ଅନୁବାଦ :
An area where a group of families live together.
settlement