ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଲୁହା ଆଦିରେ ତିଆରିହୋଇଥିବା ସେହି ଆବରଣ ଯାହା ଲଢ଼େଇ ସମୟରେ ହତିଆର ଆଘାତରୁ ଯୋଦ୍ଧାକୁ ସୁରକ୍ଷା କରେ
ଉଦାହରଣ : ଆକ୍ରମଣରୁ ବଞ୍ଚିବାପାଇଁ ସାଞ୍ଜୁ ବ୍ୟବହାର କରାଯାଏ
ସମକକ୍ଷ : କବଚ, ସାଞ୍ଜୁ
ଅନ୍ୟ ଭାଷାରେ ଅନୁବାଦ :हिन्दी English
लोहे आदि का बना वह आवरण जो लड़ाई के समय हथियारों से योद्धा को सुरक्षा प्रदान करता है।
Protective covering made of metal and used in combat.
ଅର୍ଥ : ଏକ ପ୍ରକାର ଲୁହା କବଚ
ଉଦାହରଣ : ସାଞ୍ଜୁ ଛାତିର ସୁରକ୍ଷା କରିଥାଏ
ଅନ୍ୟ ଭାଷାରେ ଅନୁବାଦ :हिन्दी
एक प्रकार का लोहे का कवच।
ସଂସ୍ଥାପନ କରନ୍ତୁ