ଅର୍ଥ : ଯାହାକୁ ନିଷେଧ କରାଯାଇଛି
ଉଦାହରଣ :
ଆପଣ ନିଷିଦ୍ଧ କାର୍ଯ୍ୟ ହିଁ କାହିଁକି କରନ୍ତି
ସମକକ୍ଷ : ନିଷିଦ୍ଧ, ମନା କରାଯାଇଥିବା
ଅନ୍ୟ ଭାଷାରେ ଅନୁବାଦ :
जिसका निषेध किया गया हो।
आप निषिद्ध कार्य ही क्यों करते हैं।Excluded from use or mention.
Forbidden fruit.ଅର୍ଥ : ହଟାଯାଇଥିବା ବା ଦୂର କରାଯାଇଥିବା
ଉଦାହରଣ :
ବଳକା ଭୋଜନକୁ ନେଇ ସେ ଭିତରକୁ ଚାଲିଗଲା
ସମକକ୍ଷ : ଛଡ଼ାଯାଇଥିବା, ବଳକା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ତ୍ୟାଗ କରାଯାଇଥିବା, ଛାଡ଼ି ଦିଆଯାଇଥିବା ବା ଅଲଗା କରାଯାଇଥିବା
ଉଦାହରଣ :
ସେ ନିଜର ପରିତ୍ୟକ୍ତା ସ୍ତ୍ରୀକୁ ପୁଣି ଆପଣାଇଲେ
ଅନ୍ୟ ଭାଷାରେ ଅନୁବାଦ :