ଅର୍ଥ : କୌଣସି ତରଳ ପଦାର୍ଥ ସଢ଼ିଯିବା ବା ଖରାପ ହୋଇଯିବା କାରଣରୁ ବୁଦବୁଦ ବାହାରିବା
ଉଦାହରଣ :
ଏହି ଟିଣରେ ରହିଥିବା ଆଖୁରସ ବଜବଜ ହୋଇଗଲାଣି
ସମକକ୍ଷ :
ବଜବଜହେବା
ଅନ୍ୟ ଭାଷାରେ ଅନୁବାଦ :
किसी तरल पदार्थ का सड़ने या गंदा होने के कारण बुलबुले छोड़ना।
इस घड़े में रखा गन्ने का रस बजबजा गया है।
बजबजाना