ଅର୍ଥ : ବୋମା ଭଳି ବଡ଼ ଜୋରରେ ଶବ୍ଦ କରି ଫୁଟୁଥିବା ବାଣ
ଉଦାହରଣ :
ମାଙ୍କଡ଼କୁ ଘଉଡାଇବାପାଇଁ ସେ ଗଡ଼ମ୍ବା ଫୁଟାଇଲା
ସମକକ୍ଷ :
ଗଡ଼ମ୍ବା, ବମ୍ବାଜି
ଅନ୍ୟ ଭାଷାରେ ଅନୁବାଦ :
बम की तरह बहुत ज़ोर की आवाज निकालने वाला एक पटाका।
बंदरों को भगाने के लिए उसने बम फोड़ा।
बम
An explosive device fused to explode under specific conditions.
bomb