ଅର୍ଥ : ନଦୀ ପାରହେବାପାଇଁ ତିଆରି କରାଯାଇଥିବା କାଠ କିମ୍ବା ଖମ୍ବଯୁକ୍ତ ସିମେଣ୍ଟ ରାସ୍ତା
ଉଦାହରଣ :
ନଦୀଗୁଡିକ ଉପରେ ଜାଗା ଜାଗାରେ ପୋଲ ତିଆରି କରାଯାଉଛି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ନଦୀକୂଳରେ ଗଢା ହେଉଥିବା ବନ୍ଧ
ଉଦାହରଣ :
କୃଷକ ନିଜର କ୍ଷେତରେ ଜଳସେଚନ ପାଇଁ ବନ୍ଧ ବାନ୍ଧୁଛି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ପାଣିକୁ ରୋକିବା ପାଇଁ ଅବା ପାଚେରୀକୁ ଟାଣ ରଖିବା ପାଇଁ ଏହାକୁ ଲଗାଇ ରଖାଯାଇଥିବା ଇଟା,ପଥର,ମାଟିର ଢେର
ଉଦାହରଣ :
ବନ୍ୟାରେ ବନ୍ଧ ବି ଧୋଇଗଲା
ଅନ୍ୟ ଭାଷାରେ ଅନୁବାଦ :
A long artificial mound of stone or earth. Built to hold back water or to support a road or as protection.
embankmentଅର୍ଥ : ନଦୀ ବା ଜଳାଶୟର ଜଳ ଅଟକାଇବାପାଇଁ ତାହାର ଧାରେଧାରେ ମାଟି କିମ୍ବା ପଥର ଆଦିର ରଚନା
ଉଦାହରଣ :
ନଦୀରେ ବନ୍ଧ ପକାଇ ବିଜୁଳୀ ଶକ୍ତି ଉତ୍ପନ୍ନ କରାଯାଏ
ଅନ୍ୟ ଭାଷାରେ ଅନୁବାଦ :