ଅର୍ଥ : ରୋକିବାର ପ୍ରକ୍ରିୟା
ଉଦାହରଣ :
ସୈନିକମାନେ ଶତ୍ରୁମାନଙ୍କୁ ସୀମାଭିତରେ ପ୍ରବେଶକୁ ରୋକିବାରେ ସଫଳ ହେଲେ
ସମକକ୍ଷ : ଅଟକାଇବା, ଗତିରୋଧ କରିବା, ରୋକିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ପ୍ରଥା ଆଦିର ଅନ୍ତ କରିବା
ଉଦାହରଣ :
ଆମକୁ ସମାଜରୁ ଯୌତୁକ ପ୍ରଥା ଉଚ୍ଛେଦକରିବାକୁ ହେବ
ସମକକ୍ଷ : ଉଚ୍ଛେଦକରିବା, ଉଠେଇବା, ସମାପ୍ତକରିବା, ହଟେଇବା
ଅନ୍ୟ ଭାଷାରେ ଅନୁବାଦ :
प्रथा आदि का अंत करना।
हमें हमारे समाज से दहेज प्रथा उठाना है।ଅର୍ଥ : ରୋକିବା ବା ବାଧାଦେବା
ଉଦାହରଣ :
ଡକାୟତମାନେ ମାର୍ଗ ଅବରୋଧ କଲେ
ସମକକ୍ଷ : ଅଟକେଇବା, ଅବରୋଧକରିବା, ପ୍ରତିରୋଧକରିବା, ରୋକିବା, ରୋଧକରିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ବିଣ୍ଡା ଲଗାଇବା
ଉଦାହରଣ :
ବୋତଲର ମୁଁହ ବନ୍ଦ କରିବାପାଇଁ କାଗଜ ଚୁଣ୍ଟା ଲଗାଅ
ସମକକ୍ଷ : ଚୁଣ୍ଟା ଲଗାଇବା, ବିଣ୍ଡା ଲଗାଇବା
ଅନ୍ୟ ଭାଷାରେ ଅନୁବାଦ :