ଅର୍ଥ : ଯାହା ମଝିରୁ ଏପାଖ ସେପାଖ ଝୁଙ୍କିଛି ବା ବୁଲିପଡ଼ିଛି
ଉଦାହରଣ :
ଏହି ମନ୍ଦିରକୁ ଯିବାର ରାସ୍ତା ତେଢ଼ା
ସମକକ୍ଷ : କୁଞ୍ଚିତ, ତେଢ଼ା, ତେଢ଼ା ମେଢ଼ା
ଅନ୍ୟ ଭାଷାରେ ଅନୁବାଦ :
जो बीच में इधर-उधर झुका या घूमा हो।
इस मन्दिर पर जाने का रास्ता घुमावदार है।ଅର୍ଥ : ଯିଏ ସମାନାନ୍ତର ବା ସିଧା ନୁହେଁ
ଉଦାହରଣ :
ଶୀଘ୍ର ସହର ପହଞ୍ଚିବାପାଇଁ ଆମକୁ ବଙ୍କା ରାସ୍ତାଦେଇ ଯିବାକୁ ପଡ଼ିବ ସେ ନିଜର ଉତ୍ତରପୁସ୍ତିକା ଉପରେ ବଙ୍କା ରେଖା ଟାଣୁଅଛି
ଅନ୍ୟ ଭାଷାରେ ଅନୁବାଦ :