ଅର୍ଥ : ମଣ୍ଡ ଆଦି ଲଗାଇ କଡା କରାଯାଇଥିବା କନା ଯାହା କୌଣସି ପୋଷାକର କଲର, ଅସ୍ତିନ ଆଦି ଭିତରେ ଲଗାଯାଇଥାଏ
ଉଦାହରଣ :
ବକ୍ରମ ଲଗାଇବାଦ୍ବାରା କଲର, ଅସ୍ତୀନ ଆଦି କଡା ରହେ
ସମକକ୍ଷ : ବକ୍ରମ
ଅନ୍ୟ ଭାଷାରେ ଅନୁବାଦ :
गोंद आदि लगाकर कड़ा किया हुआ कपड़ा जो किसी पहनावे के कालर, आस्तीन आदि में अंदर से लगाया जाता है।
बकरम लगाने से कालर, आस्तीन आदि कड़े रहते हैं।