ଅର୍ଥ : ଯେଉଁ ସ୍ତ୍ରୀଲୋକକୁ କେହି ଭଗାଇ ନେଇଯାଏ
ଉଦାହରଣ :
ପ୍ରଣୟୀ ସହ ପଳାୟିତାକୁ ସମାଜରେ ସମ୍ମାନ ମିଳେନାହିଁ
ସମକକ୍ଷ : ପଳାୟିତା, ପ୍ରଣୟୀ ସହ ପଳାୟିତା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ପଳାଇ ଯାଇଥିବା
ଉଦାହରଣ :
ପୋଲିସ ଫେରାର ଅପରାଧୀମାନଙ୍କୁ ଅନ୍ୱେଷଣ କରୁଛି ପୋଲିସ ଗ୍ରାହକମାନଙ୍କଠାରୁ ପଇସା ନେଇ ଚମ୍ପଟ ହୋଇଥିବା ବ୍ୟକ୍ତିଙ୍କୁ ଅନ୍ୱେଷଣ କରୁଛି
ସମକକ୍ଷ : ଚମ୍ପଟ, ପଳାୟମାନ, ପଳାୟିତ
ଅନ୍ୟ ଭାଷାରେ ଅନୁବାଦ :
Having escaped, especially from confinement.
A convict still at large.