ଅର୍ଥ : ଯାନ ଟାଣୁଥିବା ପଶୁଙ୍କୁ ଯାନରୁ ଖୋଲିବାର କ୍ରିୟା
ଉଦାହରଣ :
ଗାଡି ବା ରଥରୁ ଘୋଡା ବା ବଳଦଗୁଡିଙ୍କୁ ଫିଟାଣ ପରେ ସେମାନଙ୍କୁ ଦାନା ପାଣି ଦେବା ଆବଶ୍ୟକ
ସମକକ୍ଷ : ବିମୋଚନ
ଅନ୍ୟ ଭାଷାରେ ଅନୁବାଦ :
सवारी में से खींचने वाले जानवर को खोलने की क्रिया।
गाड़ी या रथ में से घोड़ों या बैलों के विमोचन के बाद उन्हें दाना पानी देना चाहिए।