ଅର୍ଥ : ଯାହାଙ୍କଠାରୁ ପ୍ରେରଣା ମିଳେ ବା ପ୍ରେରଣା ଦେଲାଲୋକ
ଉଦାହରଣ :
ଶିକ୍ଷକଙ୍କ ପ୍ରେରଣାଦାୟକ କଥା ଶୁଣି ହିଁ ସେ ମନ ଲଗାଇ ପାଠ ପଢ଼ିଲା
ସମକକ୍ଷ : ପ୍ରେରଣାତ୍ମକ, ପ୍ରେରଣାସ୍ପଦ
ଅନ୍ୟ ଭାଷାରେ ଅନୁବାଦ :
जिससे प्रेरणा मिले या प्रेरणा देनेवाला।
गुरुजी की प्रेरणादायक बातें सुनते ही वह मन लगाकर पढ़ने लगा।Imparting a divine influence on the mind and soul.
inspirationalଅର୍ଥ : ଯାହା କୌଣସି କାମ କରିବାପାଇଁ ପ୍ରେରଣା ଦିଏ
ଉଦାହରଣ :
ଏହି ପୁସ୍ତକରେ କେତେକ ପ୍ରେରଣାଦାୟକ ପ୍ରସଙ୍ଗ ରହିଛି
ଅନ୍ୟ ଭାଷାରେ ଅନୁବାଦ :
जो प्रेरणा दे या किसी काम में प्रवृत करे।
इस पुस्तक में कई प्रेरक प्रसंग हैं।Stimulating or exalting to the spirit.
inspiring