ଅର୍ଥ : ଯେ ପ୍ରେମ କରେ
ଉଦାହରଣ :
ଶୀତଋତୁରେ ପକ୍ଷୀପ୍ରେମୀମାନେ ଚିଲିକା ହ୍ରଦକୁ ନିଶ୍ଚିତ ଭାବେ ଯାଆନ୍ତି
ସମକକ୍ଷ : ପ୍ରେମୀ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି ସ୍ତ୍ରୀ ଦୃଷ୍ଟିରୁ ତାଙ୍କ ସହିତ ଯେଉଁ ପୁରୁଷର ଅନୁଚିତ ସମ୍ପର୍କ ଅଛି
ଉଦାହରଣ :
ସେ ତା ପ୍ରେମିକ ସହିତ ବୁଲିବାକୁ ଯାଇଛି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେଉଁ ପୁରୁଷ ପ୍ରେମ କରେ
ଉଦାହରଣ :
ମିତା ନିଜର ପ୍ରେମିକ ରମେଶ ସହିତ ଫେରାର ହୋଇଯାଇଛି
ଅନ୍ୟ ଭାଷାରେ ଅନୁବାଦ :