ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରସ୍ତୁତ କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରସ୍ତୁତ କରିବା   କ୍ରିୟାପଦ

ଅର୍ଥ : କୌଣସି ଧାତୁକୁ ଆକାର ଦେବା ବା ଉପଯୁକ୍ତ କରିବା ବା ସୁଧାରିବା ବା ଉନ୍ନତ କରିବା

ଉଦାହରଣ : ସେ ଲୁହାରେ କିଛି ବିଶେଷ ଉପକରଣ ତିଆରି କରୁଛି

ସମକକ୍ଷ : କରିବା, ତିଆରି କରିବା, ନିର୍ମାଣ କରିବା


ଅନ୍ୟ ଭାଷାରେ ଅନୁବାଦ :

* किसी धातु को आकार देना या उपयुक्त बनाना या सुधारना या उन्नत बनाना।

वह लोहे से कोई विशेष उपकरण बना रहा है।
तैयार करना, बनाना

Shape, form, or improve a material.

Work stone into tools.
Process iron.
Work the metal.
process, work, work on

ଅର୍ଥ : ଉନ୍ନତି ବା ଅବନତିରେ ସହାୟତା କରିବା

ଉଦାହରଣ : ଅନୁଶାସନ ଆମକୁ ମହାନ କରେ

ସମକକ୍ଷ : କରିବା, ଗଢ଼ିବା


ଅନ୍ୟ ଭାଷାରେ ଅନୁବାଦ :

* उन्नति या अवनति में सहायता करना।

अनुशासन हमें महान बनाता है।
बनाना

Favor the development of.

Practice makes the winner.
make

ଅର୍ଥ : କୌଣସି ରୂପରେ ଆଣିବା

ଉଦାହରଣ : ସେ ଏହି ପ୍ରାସାଦକୁ ନିଜର ନିବାସ ସ୍ଥାନ କଲେ

ସମକକ୍ଷ : କରିବା, ବ୍ୟବହାର କରିବା


ଅନ୍ୟ ଭାଷାରେ ଅନୁବାଦ :

के रूप में लाना।

उसने इस महल को अपना निवास स्थान बनाया।
बनाना

Give certain properties to something.

Get someone mad.
She made us look silly.
He made a fool of himself at the meeting.
Don't make this into a big deal.
This invention will make you a millionaire.
Make yourself clear.
get, make

ଅର୍ଥ : ରଚନା କରିବା ବା ପ୍ରସ୍ତୁତ କରିବା

ଉଦାହରଣ : ମୁଁ ଆଜି ଗୋଟିଏ ନୂଆ କବିତା ରଚନା କରିଛି

ସମକକ୍ଷ : ରଚନା କରିବା, ସର୍ଜନା କରିବା, ସୃଜନ କରିବା, ସୃଷ୍ଟି କରିବା


ଅନ୍ୟ ଭାଷାରେ ଅନୁବାଦ :

रच या बनाकर तैयार करना।

मैंने आज एक नई कविता की सृष्टि की।
रचना करना, सिरजना, सृजन करना, सृष्टि करना

Bring into existence.

The company was created 25 years ago.
He created a new movement in painting.
create

ଅର୍ଥ : ସ୍ୱୀକାର ବା ଅସ୍ୱୀକାର କରିବାପାଇଁ ସାମନା କରିବା ବା ଆଣିବା

ଉଦାହରଣ : ସମାରୋହରେ ଚାକରଟି ଅନେକ ପ୍ରକାରର ଖାଦ୍ୟପଦାର୍ଥ ପ୍ରସ୍ତୁତ କରୁଥିଲା

ସମକକ୍ଷ : ତିଆରି କରିବା


ଅନ୍ୟ ଭାଷାରେ ଅନୁବାଦ :

* स्वीकार या अस्वीकार करने के लिए सामने करना या लाना।

समारोह में बैरा कई प्रकार की खाने की वस्तुएँ प्रस्तुत कर रहा था।
पेश करना, प्रस्तुत करना

Present for acceptance or rejection.

She offered us all a cold drink.
offer, proffer

ଅର୍ଥ : ବିଶେଷ କରି ଅଭିଯୋଗ, ସମୀକ୍ଷା, ଆଲୋଚନା ଆଦି ପ୍ରସ୍ତୁତ କରିବା

ଉଦାହରଣ : ସେ ତାର ନିର୍ଦୋଷତା ନିମନ୍ତେ କେତେଜଣ ସାକ୍ଷୀ ପ୍ରସ୍ତୁତ କରିଛି


ଅନ୍ୟ ଭାଷାରେ ଅନୁବାଦ :

* प्रस्तुत करना विशेषकर अभियोग, समीक्षा, आलोचना आदि।

उसने अपनी बेगुनाही के लिए कई साक्ष्य प्रस्तुत किए।
पेश करना, प्रस्तुत करना

Present somebody with something, usually to accuse or criticize.

We confronted him with the evidence.
He was faced with all the evidence and could no longer deny his actions.
An enormous dilemma faces us.
confront, face, present