ଅର୍ଥ : କାହାରିକୁ ବଶ କରି ଯେଉଁ କାର୍ଯ୍ୟ କରାଯାଏ
ଉଦାହରଣ :
ପ୍ରଲୋଭନ ଦେଖାଇ ଶିଶୁଟିକୁ ସହଜରେ ଚୁପ୍ କରାଯାଇପାରେ
ଅନ୍ୟ ଭାଷାରେ ଅନୁବାଦ :
The act of influencing by exciting hope or desire.
His enticements were shameless.ଅର୍ଥ : କିଛି ପାଇବା ନିମନ୍ତେ ବହୁତ ଅଧିକ ଇଚ୍ଛା ବା ଆଶା ଯାହା ପ୍ରାୟ ଅନୁଚିତ ବିଚାର କରାଯାଏ
ଉଦାହରଣ :
କୌଣସି ଜିନିଷ ପ୍ରତି ଅଧିକ ଲୋଭ ଠିକ୍ ନୁହେଁ ଲୋଭ ଖରାପ ବିଷୟ
ସମକକ୍ଷ : ଲିପ୍ସା, ଲୋଭ, ଲୋଲୁପତା, ଳାଳସା
ଅନ୍ୟ ଭାଷାରେ ଅନୁବାଦ :
Excessive desire to acquire or possess more (especially more material wealth) than one needs or deserves.
greed