ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ପ୍ରରୋଚନର କ୍ରିୟା ବା ଭାବ
ଉଦାହରଣ : ନେତାମାନଙ୍କ ପ୍ରରୋଚନାରେ ଆସି କେତେକ ଲୋକ ନିଜନିଜ ମଧ୍ୟରେ ସଂଘର୍ଷ କଲେ
ସମକକ୍ଷ : ପ୍ରବର୍ତ୍ତନା, ମତାଣ
ଅନ୍ୟ ଭାଷାରେ ଅନୁବାଦ :हिन्दी
भड़काने की क्रिया या भाव।
ଅର୍ଥ : ଉତ୍ତେଜିତକରିବା ବା ଉତ୍ତେଜନା କରିବାର ପ୍ରକ୍ରିୟା ବା ଭାବ
ଉଦାହରଣ : ମୋହନ ରାମର ପ୍ରରୋଚନାରେ ସୋହନ ସହିତ କଳି ଆରମ୍ଭ କରିଦେଲା
ସମକକ୍ଷ : ପ୍ରବର୍ତ୍ତନା, ମତାଣ, ମତେଇବା
भड़काने या बढ़ावा देने की क्रिया या भाव।
ଅର୍ଥ : କୁମାର୍ଗରେ ପ୍ରରୋଚିତ କରିବା ବା ଉସୁକେଇବାର ପ୍ରକ୍ରିୟା
ଉଦାହରଣ : ଖରାପ ସାଙ୍ଗଙ୍କ ପ୍ରରୋଚନାରେ ପଡ଼ି ରାମ ଚୋରି କଲା
ଅନ୍ୟ ଭାଷାରେ ଅନୁବାଦ :हिन्दी English
बहकाने की क्रिया।
The act of deceiving.
ସଂସ୍ଥାପନ କରନ୍ତୁ