ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେଉଁଥିରେ ପ୍ରବାହ ଅଛି ବା ଯାହା ବହିଚାଲିଛି
ଉଦାହରଣ : ପ୍ରବାହିତ ଜଳରେ ରୋଗଜୀବାଣୁ ବଢ଼ିପାରନ୍ତି ନାହିଁ
ସମକକ୍ଷ : ଗତିମାନ, ଗତିଶୀଳ, ପ୍ରବାହମାନ, ପ୍ରବାହିତ, ବହିଯାଉଥିବା
ଅନ୍ୟ ଭାଷାରେ ଅନୁବାଦ :हिन्दी
जिसमें प्रवाह हो या जो बह रहा हो।
ସଂସ୍ଥାପନ କରନ୍ତୁ