ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୌଣସି ବସ୍ତୁକୁ ନିର୍ମାଣ କରିବା ପୂର୍ବରୁ ତାର ଅଂଶଗୁଡ଼ିକ ଯୋଡ଼ି ପ୍ରସ୍ତୁତ କରାଯାଉଥିବା ପୂର୍ବ ରୂପ
ଉଦାହରଣ : ମନ୍ଦିରର ଢାଞ୍ଚା ପ୍ରସ୍ତୁତ ହୋଇଗଲାଣି
ସମକକ୍ଷ : ଡିଜାଇନ, ଢାଞ୍ଚା
ଅର୍ଥ : ଲେଖାଆଦିର ଆକ୍ଷରିକ ସ୍ୱରୂପ
ଉଦାହରଣ : ପରୀକ୍ଷା ପ୍ରମାଣ ପତ୍ରର ଆଉ ଏକ ନକଲପାଇଁ ବିଦ୍ୟାଳୟରେ ଆବେଦନ କରାଗଲା
ସମକକ୍ଷ : ଅନୁଲିପି, ନକଲ
ଅନ୍ୟ ଭାଷାରେ ଅନୁବାଦ :हिन्दी English
लेख आदि का अक्षरशः स्वरूप।
A reproduction of a written record (e.g. of a legal or school record).
ସଂସ୍ଥାପନ କରନ୍ତୁ