ଅର୍ଥ : ପିନ୍ଧିବା ବା ଧାରଣ କରିବା କ୍ରିୟା
ଉଦାହରଣ :
ଧୋତୀ ପିନ୍ଧିବା ପରେ ପଣ୍ଡିତଜୀ ଆସନ ଉପରେ ବସିଲେ
ସମକକ୍ଷ : ପରିଧାନ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ବସ୍ତ୍ର, ଆଭୂଷଣଆଦି ଶରୀରରେ ଧାରଣ କରିବା
ଉଦାହରଣ :
ସେ ଗାଧୋଇସାରି ଭଲ ପୋଷାକ ପିନ୍ଧିଲେ
ସମକକ୍ଷ : ଧାରଣ କରିବା, ପରିଧାନ କରିବା
ଅନ୍ୟ ଭାଷାରେ ଅନୁବାଦ :