ଅର୍ଥ : ଗୋଟିଏ ଗଛ ଯାହାର ଫଳ ଖିଆଯାଏ
ଉଦାହରଣ :
ପିଜୁଳି ଗଛ ଛାଲିରେ କେତେ ପ୍ରକାରର ଔଷଧ ତିଆରି ହୁଏ
ଅନ୍ୟ ଭାଷାରେ ଅନୁବାଦ :
एक पेड़ जिसका फल खाया जाता है।
अमरूद की छाल से कई प्रकार की औषधियाँ बनाई जाती हैं।Small tropical shrubby tree bearing small yellowish fruit.
guava, psidium littorale, strawberry guava, yellow cattley guavaଅର୍ଥ : ଛୋଟ ମଞ୍ଜିବାଲା ଏକ ହଳଦିଆ ରଙ୍ଗର ଉଷ୍ଣକଟିବନ୍ଧୀୟ ଫଳ ଯାହାକୁ ଖିଆଯାଏ ତଥା ଯେଉଁଥିରେ ଜେଲି ତିଆରି କରାଯାଏ
ଉଦାହରଣ :
ପିଜୁଳିରେ ଭିଟାମିନ ସି ଥାଏ
ଅନ୍ୟ ଭାଷାରେ ଅନୁବାଦ :
Tropical fruit having yellow skin and pink pulp. Eaten fresh or used for e.g. jellies.
guava