ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ପାଗଳ ହୋଇଥିବା ମହିଳା
ଉଦାହରଣ : ପାଗଳୀଟି ରାସ୍ତା ମଝିରେ ଠିଆ ହୋଇ ବଡ ବଡ ହେଉଥିଲା
ସମକକ୍ଷ : ବାଇଆଣୀ, ବାୟାଣୀ
ଅନ୍ୟ ଭାଷାରେ ଅନୁବାଦ :हिन्दी English
पागल महिला।
A woman lunatic.
ଅର୍ଥ : ଯାହାର ମୁଣ୍ଡ ବିଗିଡ଼ି ଯାଇଛି
ଉଦାହରଣ : ପାଗଳୀ ସ୍ତ୍ରୀ ଏଣୁତେଣୁ ଗପୁଛି ପାଗଳା କୁକୁର କାମୁଡ଼ିବାରୁ ସଙ୍ଗୀତା ପାଗଳୀ ହୋଇଯାଇଛି
ସମକକ୍ଷ : ପାଗଳିନୀ, ବାୟାଣି
ଅନ୍ୟ ଭାଷାରେ ଅନୁବାଦ :हिन्दी
जिसका होश ठिकाने न हो।
ସଂସ୍ଥାପନ କରନ୍ତୁ